ଅର୍ଥ : ମୃତ୍ୟୁକୁ ପ୍ରାପ୍ତ ହେବା ବା ଶରୀରରୁ ପ୍ରାଣ ଚାଲିଯିବା
ଉଦାହରଣ :
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଆଜି ସକାଳେ ମରିଗଲେ
ସମକକ୍ଷ : ପରଲୋକ ଗମନ କରିବା, ପ୍ରାଣ ଛାଡ଼ିଯିବା, ପ୍ରାଣବାୟୁ ଉଡ଼ିଯିବା, ମହା ନିର୍ବାଣ ପ୍ରାପ୍ତ ହେବା, ସ୍ୱର୍ଗପ୍ରାପ୍ତି ହେବା
ଅର୍ଥ : କୌଣସି ମନୋବେଗ, ଇଚ୍ଛା ଆଦି କମ୍ କରିବା ବା ନଥିଲା ଭଳିଆ
ଉଦାହରଣ :
ବାରମ୍ବାର ଚା ପିଇବା ପରେ ମୋ ଭୋକ ମରିଗଲା
ସମକକ୍ଷ : ମରିଯିବା