ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରଲୋକ ଗମନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରଲୋକ ଗମନ କରିବା   କ୍ରିୟାପଦ

ଅର୍ଥ : ମୃତ୍ୟୁକୁ ପ୍ରାପ୍ତ ହେବା ବା ଶରୀରରୁ ପ୍ରାଣ ଚାଲିଯିବା

ଉଦାହରଣ : ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଆଜି ସକାଳେ ମରିଗଲେ

ସମକକ୍ଷ : ପ୍ରାଣ ଛାଡ଼ିଯିବା, ପ୍ରାଣବାୟୁ ଉଡ଼ିଯିବା, ମରିବା, ମହା ନିର୍ବାଣ ପ୍ରାପ୍ତ ହେବା, ସ୍ୱର୍ଗପ୍ରାପ୍ତି ହେବା

Pass from physical life and lose all bodily attributes and functions necessary to sustain life.

She died from cancer.
The children perished in the fire.
The patient went peacefully.
The old guy kicked the bucket at the age of 102.
buy the farm, cash in one's chips, choke, conk, croak, decease, die, drop dead, exit, expire, give-up the ghost, go, kick the bucket, pass, pass away, perish, pop off, snuff it