ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନୋରମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନୋରମ   ବିଶେଷଣ

ଅର୍ଥ : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା

ଉଦାହରଣ : ଆଜିର ପାଗ ବହୁତ ବଢ଼ିଆ

ସମକକ୍ଷ : ବଢ଼ିଆ, ଭଲ, ସୁନ୍ଦର

भला और सुन्दर लगने वाला।

आज का मौसम बड़ा सुहावना है।
अच्छा, अपीच, सारंग, सुंदर, सुन्दर, सुहाना, सुहावन, सुहावना, सुहेलरा, सुहेला

Having great beauty and splendor.

A glorious spring morning.
A glorious sunset.
Splendid costumes.
A kind of splendiferous native simplicity.
glorious, resplendent, splendid, splendiferous

ଅର୍ଥ : ମନକୁ ଲୋଭେଇବା

ଉଦାହରଣ : ତାର ଚିତ୍ରକଳା ଆକର୍ଷଣୀୟ ମୋପାଇଁ ପ୍ରକୃତିଠୁ ବଳି ଆକର୍ଷକ ଆଉ କିଛି ନାହିଁ

ସମକକ୍ଷ : ଆକର୍ଷକ, ଆକର୍ଷଣୀୟ, ମଂଜୁଳ, ମନମୋହକ, ମନୋହର, ଲଳିତ, ସୁନ୍ଦର, ସୁରମ୍ୟ

Pleasing to the eye or mind especially through beauty or charm.

A remarkably attractive young man.
An attractive personality.
Attractive clothes.
A book with attractive illustrations.
attractive

ଅର୍ଥ : ଯିଏ ଦେଖିବାକୁ ସୁନ୍ଦର

ଉଦାହରଣ : ଶିଶୁ କୃଷ୍ଣଙ୍କ ସୁଦର୍ଶନ ଛବି ଗୋପୀମାନଙ୍କ ମନ ମୋହିତ କରୁଥିଲା

ସମକକ୍ଷ : ମନମୋହକ, ମନୋହର, ସୁଦର୍ଶନ

जिसे सरलता या आसानी से देखा जा सके।

पंडालों की सुदर्शन प्रतिमाएँ बहुत ही भव्य थीं।
सुदर्श, सुदर्शन

Very pleasing to the eye.

My bonny lass.
There's a bonny bay beyond.
A comely face.
Young fair maidens.
bonnie, bonny, comely, fair, sightly