ଅର୍ଥ : ତ୍ରେତେୟାଯୁଗର ଯେଉଁ ଋଷି ଗଙ୍ଗାନଦୀ କୂଳରେ ରହୁଥିଲେ
ଉଦାହରଣ :
ମହାଭାରତ ଯୁଦ୍ଧପରେ ଯୁଧିଷ୍ଠିରଙ୍କଦ୍ୱାରା କରାଯାଇଥିବା ଯଜ୍ଞର ସଫଳତାର ଘଣ୍ଟି କେବଳ ସୁଦର୍ଶନଙ୍କ ହାତରେ ହିଁ ବାଜିଲା
ଅର୍ଥ : ଏକ ପ୍ରକାରର ଧଳା ଫୁଲ
ଉଦାହରଣ :
ମା ପୂଜା କରିବାପାଇଁ ବଗିଚାରି ସୁଦର୍ଶନ ଫୁଲ ତୋଳିଲେ
ଅର୍ଥ : ରାମଙ୍କ ପୂର୍ବଜ ଥିବା ଜଣେ ରଘୁବଂଶୀ
ଉଦାହରଣ :
ସୁଦର୍ଶନ ଶଙ୍ଖଣଙ୍କ ପୁତ୍ର ଥିଲେ