ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଳିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଳିତ   ବିଶେଷ୍ୟ

ଅର୍ଥ : ବିଷମ ହେଉଥିବା ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ଲଳିତର ପ୍ରଥମ ପାଦରେ କ୍ରମରେ ସଗଣ,ଜଗଣ,ସଗଣ ଏବଂ ଲଘୁ, ଦ୍ବିତୀୟରେ ନଗଣ,ସଗଣ,ଜଗଣ ଏବଂ ଗୁରୁ, ତୃତୀୟରେ ନଗଣ, ସଗଣ, ସଗଣ ଏବଂ ଚତୁର୍ଥରେ ସଗଣ, ଜଗଣ, ସଗଣ,ଜଗଣ ଥାଏ

एक वर्णवृत्त जो विषम होता है।

ललित के पहले चरण में क्रम से सगण, जगण, सगण एवं लघु, दूसरे में नगण, सगण, जगण एवं गुरु, तीसरे में नगण, सगण, सगण एवं चौथे में सगण, जगण, सगण, जगण होता है।
ललित

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ଷାଡବ ଜାତିର ଗୋଟିଏ ରାଗ

ଉଦାହରଣ : ଲଳିତ ରାଗ ସକାଳେ ଗାନ କରାଯାଏ

ସମକକ୍ଷ : ଲଳିତ ରାଗ

षाड़व जाति का एक राग।

ललित सुबह गाया जाता है।
ललित, ललित राग

Any of various fixed orders of the various diatonic notes within an octave.

mode, musical mode

ଲଳିତ   ବିଶେଷଣ

ଅର୍ଥ : ମନକୁ ଲୋଭେଇବା

ଉଦାହରଣ : ତାର ଚିତ୍ରକଳା ଆକର୍ଷଣୀୟ ମୋପାଇଁ ପ୍ରକୃତିଠୁ ବଳି ଆକର୍ଷକ ଆଉ କିଛି ନାହିଁ

ସମକକ୍ଷ : ଆକର୍ଷକ, ଆକର୍ଷଣୀୟ, ମଂଜୁଳ, ମନମୋହକ, ମନୋରମ, ମନୋହର, ସୁନ୍ଦର, ସୁରମ୍ୟ

Pleasing to the eye or mind especially through beauty or charm.

A remarkably attractive young man.
An attractive personality.
Attractive clothes.
A book with attractive illustrations.
attractive