ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
ଉଦାହରଣ : ଆଜିର ପାଗ ବହୁତ ବଢ଼ିଆ
ସମକକ୍ଷ : ବଢ଼ିଆ, ଭଲ, ମନୋରମ
भला और सुन्दर लगने वाला।
Having great beauty and splendor.
ଅର୍ଥ : ଯେ ଦେଖିବାକୁ ଆକର୍ଷଣୀୟ ବା ଯାହାର ରୂପ ସୁନ୍ଦର
ଉଦାହରଣ : ତା ପୁଅ ବହୁତ ସୁନ୍ଦର
ସମକକ୍ଷ : କମନୀୟ, ଚାରୁ, ମନୋଜ୍ଞ, ମନୋହର, ରୁଚିର, ରୂପବନ୍ତ, ଲାବଣ୍ୟମୟ, ସୁଡୌଲ
जिसकी शक्ल-सूरत अच्छी हो।
Pleasing in appearance especially by reason of conformity to ideals of form and proportion.
ଅର୍ଥ : ଯେ ସୁନ୍ଦର ଓ ସୁଢ଼ଳ
ଉଦାହରଣ : ବିବାହଆଦି ସମୟରେ ସବୁଲୋକେ ସୁନ୍ଦର ଯୁବକକୁ ଦେଖିବା ପାଇଁ ପସନ୍ଦ କରନ୍ତି
जो सुन्दर और बना-ठना हो।
Marked by up-to-dateness in dress and manners.
ଅର୍ଥ : ମନକୁ ଲୋଭେଇବା
ଉଦାହରଣ : ତାର ଚିତ୍ରକଳା ଆକର୍ଷଣୀୟ ମୋପାଇଁ ପ୍ରକୃତିଠୁ ବଳି ଆକର୍ଷକ ଆଉ କିଛି ନାହିଁ
ସମକକ୍ଷ : ଆକର୍ଷକ, ଆକର୍ଷଣୀୟ, ମଂଜୁଳ, ମନମୋହକ, ମନୋରମ, ମନୋହର, ଲଳିତ, ସୁରମ୍ୟ
देखने में अच्छा और मन को लुभाने वाला।
Pleasing to the eye or mind especially through beauty or charm.
ଅର୍ଥ : ଯାହା ରମଣ ଯୋଗ୍ୟ
ଉଦାହରଣ : ହ୍ରଦଟି ରମଣୀୟ ହୋଇଛି
ସମକକ୍ଷ : ରମଣୀୟ, ରମ୍ୟ
जो रमण करने के योग्य हो।
Excellent and delightful in all respects.
ଅର୍ଥ : ଯାହା ସମ୍ମାନଜନକ ବା ସାମାଜିକ ଚଳଣି ଅନୁସାରେ ସ୍ୱୀକୃତ
ଉଦାହରଣ : ଆପଣଙ୍କୁ ସଭାରେ ଶୋଭନୀୟ ଭାଷାର ପ୍ରୟୋଗ କରିବା ଉଚିତ
ସମକକ୍ଷ : ଶୋଭନୀୟ, ସଂଗତ
जो सम्मानजनक या सामाजिक तौर पर स्वीकृत हो।
ସଂସ୍ଥାପନ କରନ୍ତୁ
अमेजन से खरीदेँ