ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଧୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଧୁର   ବିଶେଷଣ

ଅର୍ଥ : ଯାହାର ସ୍ୱାଦ ଭଲ

ଉଦାହରଣ : ଆଜିର ଭୋଜନ ବହୁତ ସ୍ୱାଦିଷ୍ଟ ଥିଲା

ସମକକ୍ଷ : ଭଲ, ରୋଚକ, ସୁସ୍ୱାଦୁ, ସ୍ୱାଦିଷ୍ଟ

Extremely pleasing to the sense of taste.

delectable, delicious, luscious, pleasant-tasting, scrumptious, toothsome, yummy

ଅର୍ଥ : ଯେଉଁଥିରେ ଚିନି ବା ମହୁ ଭଳି ସ୍ୱାଦ ଥାଏ

ଉଦାହରଣ : ଏହି ଫଳ ବହୁତ ମିଠା

ସମକକ୍ଷ : ମିଠା, ମିଷ୍ଟ

जिसमें चीनी या शहद आदि का-सा स्वाद हो।

यह फल बहुत ही मीठा है।
मधुर, मिष्ट, मीठा

Having or denoting the characteristic taste of sugar.

sweet

ଅର୍ଥ : ଯାହା ମନକୁ ଭଲ ଲାଗେ

ଉଦାହରଣ : ପରଦେଶୀଟି କିଛି ମଧୁର ସ୍ମୃତି ଛାଡ଼ି ଦେଇଗଲା

ସମକକ୍ଷ : ମିଠା

मन को अच्छा लगने वाला।

परदेशी कुछ मीठी यादें छोड़ गया।
मधुर, मीठा, रुचिर, सरस

Pleasing to the senses.

The sweet song of the lark.
The sweet face of a child.
sweet

ଅର୍ଥ : କହିବା, ଗାଇବା ଇତ୍ୟାଦିରେ ମଧୁର ସ୍ୱରବାଲା

ଉଦାହରଣ : ଲତାମଙ୍ଗେସକର ମଧୁର ସ୍ୱରରେ ମା’ ସରସ୍ୱତୀଙ୍କର ବନ୍ଦନା କଲେ

ସମକକ୍ଷ : ମିଠା, ସୁସ୍ୱର

बोलने, गाने आदि में मीठे स्वरवाला।

गीता ने सुरीली आवाज़ में माँ सरस्वती की वंदना की।
मधुर, मीठा, सुरीला, सुस्वर

Pleasantly full and mellow.

A rich tenor voice.
rich