ଅର୍ଥ : ପ୍ରରୋଚନର କ୍ରିୟା ବା ଭାବ
ଉଦାହରଣ :
ନେତାମାନଙ୍କ ପ୍ରରୋଚନାରେ ଆସି କେତେକ ଲୋକ ନିଜନିଜ ମଧ୍ୟରେ ସଂଘର୍ଷ କଲେ
ସମକକ୍ଷ : ପ୍ରବର୍ତ୍ତନା, ପ୍ରରୋଚନା
ଅର୍ଥ : ଉତ୍ତେଜିତକରିବା ବା ଉତ୍ତେଜନା କରିବାର ପ୍ରକ୍ରିୟା ବା ଭାବ
ଉଦାହରଣ :
ମୋହନ ରାମର ପ୍ରରୋଚନାରେ ସୋହନ ସହିତ କଳି ଆରମ୍ଭ କରିଦେଲା
ସମକକ୍ଷ : ପ୍ରବର୍ତ୍ତନା, ପ୍ରରୋଚନା, ମତେଇବା