ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରବର୍ତ୍ତନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରବର୍ତ୍ତନା   ବିଶେଷ୍ୟ

ଅର୍ଥ : ପ୍ରରୋଚନର କ୍ରିୟା ବା ଭାବ

ଉଦାହରଣ : ନେତାମାନଙ୍କ ପ୍ରରୋଚନାରେ ଆସି କେତେକ ଲୋକ ନିଜନିଜ ମଧ୍ୟରେ ସଂଘର୍ଷ କଲେ

ସମକକ୍ଷ : ପ୍ରରୋଚନା, ମତାଣ

भड़काने की क्रिया या भाव।

नेताओं के भड़काव में आकर कुछ लोग आपस में ही भिड़ गए।
इश्तआल, इश्तिआल, भड़काना, भड़काव

ଅର୍ଥ : ଉତ୍ତେଜିତକରିବା ବା ଉତ୍ତେଜନା କରିବାର ପ୍ରକ୍ରିୟା ବା ଭାବ

ଉଦାହରଣ : ମୋହନ ରାମର ପ୍ରରୋଚନାରେ ସୋହନ ସହିତ କଳି ଆରମ୍ଭ କରିଦେଲା

ସମକକ୍ଷ : ପ୍ରରୋଚନା, ମତାଣ, ମତେଇବା

भड़काने या बढ़ावा देने की क्रिया या भाव।

मोहन ने राम की शह पर सोहन से लड़ना शुरू कर दिया।
इश्तयालक, इश्तियालक, बढ़ावा, लिफ्ट, शह