ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରରୋଚନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରରୋଚନା   ବିଶେଷ୍ୟ

ଅର୍ଥ : ପ୍ରରୋଚନର କ୍ରିୟା ବା ଭାବ

ଉଦାହରଣ : ନେତାମାନଙ୍କ ପ୍ରରୋଚନାରେ ଆସି କେତେକ ଲୋକ ନିଜନିଜ ମଧ୍ୟରେ ସଂଘର୍ଷ କଲେ

ସମକକ୍ଷ : ପ୍ରବର୍ତ୍ତନା, ମତାଣ

भड़काने की क्रिया या भाव।

नेताओं के भड़काव में आकर कुछ लोग आपस में ही भिड़ गए।
इश्तआल, इश्तिआल, भड़काना, भड़काव

ଅର୍ଥ : ଉତ୍ତେଜିତକରିବା ବା ଉତ୍ତେଜନା କରିବାର ପ୍ରକ୍ରିୟା ବା ଭାବ

ଉଦାହରଣ : ମୋହନ ରାମର ପ୍ରରୋଚନାରେ ସୋହନ ସହିତ କଳି ଆରମ୍ଭ କରିଦେଲା

ସମକକ୍ଷ : ପ୍ରବର୍ତ୍ତନା, ମତାଣ, ମତେଇବା

भड़काने या बढ़ावा देने की क्रिया या भाव।

मोहन ने राम की शह पर सोहन से लड़ना शुरू कर दिया।
इश्तयालक, इश्तियालक, बढ़ावा, लिफ्ट, शह

ଅର୍ଥ : କୁମାର୍ଗରେ ପ୍ରରୋଚିତ କରିବା ବା ଉସୁକେଇବାର ପ୍ରକ୍ରିୟା

ଉଦାହରଣ : ଖରାପ ସାଙ୍ଗଙ୍କ ପ୍ରରୋଚନାରେ ପଡ଼ି ରାମ ଚୋରି କଲା

बहकाने की क्रिया।

गलत दोस्तों के बहकावे में आकर राम ने चोरी की।
कहना, बहकाना, बहकावा, बहलावा

The act of deceiving.

deceit, deception, dissembling, dissimulation