ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଣିଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଣିଷ   ବିଶେଷ୍ୟ

ଅର୍ଥ : ମଣିଷ ଜାତି ବା ଗୋଷ୍ଠୀ ଭିତରେ କୌଣସି ଜଣେ

ଉଦାହରଣ : ପ୍ରତ୍ୟେକ ବ୍ୟକ୍ତିଙ୍କର ପସନ୍ଦ ଅଲଗା ଅଲଗା ଏ କାରରେ କେବଳ ଦୁଇଜଣ ବ୍ୟକ୍ତି ହିଁ ବସିପାରିବେ

ସମକକ୍ଷ : ଜନ, ବ୍ୟକ୍ତି, ଲୋକ

आदम के वंशज या सन्तान। मनुष्य जाति या समूह में से कोई एक।

प्रत्येक आदमी की पसन्द भिन्न-भिन्न होती है।
इस कार में दो ही व्यक्ति बैठ सकते हैं।
सरकार में कुछ नए चेहरे भी शामिल किए गए हैं।
असामी, आदमजाद, आदमी, चेहरा, जन, जना, नफर, नफ़र, बंदा, बन्दा, मनुष्य, मानस, व्यक्ति, शख़्स, शख्स

A human being.

There was too much for one person to do.
individual, mortal, person, somebody, someone, soul

ଅର୍ଥ : ନିଜ ବୁଦ୍ଧି ବଳ କାରଣରୁ ସବୁ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବିବେଚିତ ଏକ ଦ୍ୱିପଦ ପ୍ରାଣୀ ଯାହାମଧ୍ୟରେ ଆମେ, ଆପଣ, ଏବଂ ସବୁ ଲୋକ ଅଛନ୍ତି

ଉଦାହରଣ : ମାନବ ନିଜ ବୁଦ୍ଧି କାରଣରୁ ସବୁ ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ

ସମକକ୍ଷ : ନର, ମନୁଷ୍ୟ, ମାନବ

वह द्विपद प्राणी जो अपने बुद्धिबल के कारण सब प्राणियों में श्रेष्ठ है और जिसके अंतर्गत हम, आप और सब लोग हैं।

मानव अपनी बुद्धि के कारण सभी प्राणियों में श्रेष्ठ है।
आदमी, इंसान, इनसान, इन्सान, निदद्रु, मनुज, मनुष, मनुष्य, मर्त्य, मर्दुम, मानव, मानुष, मानुस

Any living or extinct member of the family Hominidae characterized by superior intelligence, articulate speech, and erect carriage.

homo, human, human being, man