ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନବ   ବିଶେଷ୍ୟ

ଅର୍ଥ : ପୃଥିବୀରେ ରହୁଥିବା ସମସ୍ତ ମନୁଷ୍ୟ

ଉଦାହରଣ : ପ୍ରକୃତି ମଣିଷଜାତିକୁ ଅନେକ କିଛି ଦେଇଛି

ସମକକ୍ଷ : ମଣିଷଜାତି, ମନୁଷ୍ୟ, ମାନବଜାତି

पृथ्वी पर रहने वाले सभी मनुष्य।

प्रकृति ने मानवजाति को बहुत कुछ दिया है।
मनुष्य, मानव, मानव जाति, मानवजाति

All of the living human inhabitants of the earth.

All the world loves a lover.
She always used `humankind' because `mankind' seemed to slight the women.
human beings, human race, humanity, humankind, humans, man, mankind, world

ଅର୍ଥ : ନିଜ ବୁଦ୍ଧି ବଳ କାରଣରୁ ସବୁ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବିବେଚିତ ଏକ ଦ୍ୱିପଦ ପ୍ରାଣୀ ଯାହାମଧ୍ୟରେ ଆମେ, ଆପଣ, ଏବଂ ସବୁ ଲୋକ ଅଛନ୍ତି

ଉଦାହରଣ : ମାନବ ନିଜ ବୁଦ୍ଧି କାରଣରୁ ସବୁ ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ

ସମକକ୍ଷ : ନର, ମଣିଷ, ମନୁଷ୍ୟ

वह द्विपद प्राणी जो अपने बुद्धिबल के कारण सब प्राणियों में श्रेष्ठ है और जिसके अंतर्गत हम, आप और सब लोग हैं।

मानव अपनी बुद्धि के कारण सभी प्राणियों में श्रेष्ठ है।
आदमी, इंसान, इनसान, इन्सान, निदद्रु, मनुज, मनुष, मनुष्य, मर्त्य, मर्दुम, मानव, मानुष, मानुस

Any living or extinct member of the family Hominidae characterized by superior intelligence, articulate speech, and erect carriage.

homo, human, human being, man