ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଞ୍ଚା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଞ୍ଚା   ବିଶେଷ୍ୟ

ଅର୍ଥ : ସେହି ଉଚ୍ଚ ମଣ୍ଡପ ବା ସ୍ଥାନ ଯାହାଉପରେ ବସି ବା ଛିଡ଼ାହୋଇ ସର୍ବସାଧାରଣଙ୍କ ସମ୍ମୁଖରେ କୌଣସି କାର୍ଯ୍ୟ କରାଯାଏ ବା କିଛି କୁହାଯାଇଥାଏ

ଉଦାହରଣ : ନେତା ମଞ୍ଚ ଉପରେ ଆସୀନ ଥିଲେ

ସମକକ୍ଷ : ପେଣ୍ଡାଲ୍, ମଞ୍ଚ, ଷ୍ଟେଜ

वह ऊँचा मंडप या स्थान जिस पर बैठकर या खड़े होकर सर्वसाधारण के सामने कोई कार्य किया जाए या कुछ कहा जाए।

नेताजी मंच पर आसीन थे।
मंच, मचान, स्टेज

A large platform on which people can stand and can be seen by an audience.

He clambered up onto the stage and got the actors to help him into the box.
stage

ଅର୍ଥ : ବିଲର କୋଣରେ ତିଆରି କରାଯାଉଥିବା ମଞ୍ଚା

ଉଦାହରଣ : କୃଷକ ମଞ୍ଚା ଉପରେ ବସି ବିଲ ରକ୍ଷାବେକ୍ଷଣ କରୁଛି

खेत के कोने पर बनी हुई मचान।

किसान दमचे पर बैठकर खेत की रखवाली कर रहा है।
दमचा

ଅର୍ଥ : କ୍ଷେତରେ ନିର୍ମିତ ଏକ ମଞ୍ଚା ଯାହା ଉପରେ ବସି କୃଷକ ଫସଲ ଜଗାରଖା କରେ

ଉଦାହରଣ : ମଞ୍ଚା ଉପରେ ଶୋଇଥିବା କୃଷକ ପଶୁମାନଙ୍କ ଶବ୍ଦ ଶୁଣି ଉଠି ପଡ଼ିଲା

खेत में बना वह मचान जिस पर बैठकर किसान फसल की रखवाली करता है।

मचान पर सोया किसान पशुओं की आवाज सुनकर जाग गया।
पाढ़, मंचमंडप, मचान, मैरा

A raised horizontal surface.

The speaker mounted the platform.
platform

ଅର୍ଥ : ନଦୀର କାଦୁଆ ଘାଟରେ ବଲ୍ଲା ପୋତି ତିଆରି ହୋଇଥିବ ମଞ୍ଚା

ଉଦାହରଣ : ମଞ୍ଚାଉପରୁ ଲୋକମାନେ ନାଆରେ ଚଢ଼ନ୍ତି

ସମକକ୍ଷ : ଭାଡ଼ି

नदी के कच्चे घाट पर बल्ले गाड़कर उस पर बनाया हुआ मचान।

चह पर से लोग नाव पर चढ़ते हैं।
चह

A platform built out from the shore into the water and supported by piles. Provides access to ships and boats.

dock, pier, wharf, wharfage

ଅର୍ଥ : ଶିକାର କରିବାପାଇଁ ଚାରି ଖୁଣ୍ଟ ବନ୍ଧା ଯାଇ ତିଆରି ହୋଇଥିବା ଉଚ୍ଚା ସ୍ଥାନ

ଉଦାହରଣ : ଶିକାରୀ ମଞ୍ଚା ଉପରେ ବସି ଶିକାରକୁ ଅପେକ୍ଷା କରିଛି

ସମକକ୍ଷ : ଭାଡ଼ି

शिकार खेलने के लिए चार लट्ठों पर बाँधकर बनाया हुआ ऊँचा स्थान।

शिकारी मचान पर बैठकर शिकार का इंतजार कर रहा है।
मचान

A raised horizontal surface.

The speaker mounted the platform.
platform