ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାଡ଼ି   ବିଶେଷ୍ୟ

ଅର୍ଥ : ବଲ୍ଲା ପୋତି ତା ଉପରେ କରାଯାଉଥିବା ମଞ୍ଚା

ଉଦାହରଣ : ଏହି ଭାଡ଼ିର ଲମ୍ବ ପ୍ରାୟ ଚାରି ମିଟର

बल्ले गाड़कर उस पर बनाया हुआ पुल।

इस चह की लंबाई करीब चार मीटर होगी।
चह

A platform built out from the shore into the water and supported by piles. Provides access to ships and boats.

dock, pier, wharf, wharfage

ଅର୍ଥ : ନଦୀର କାଦୁଆ ଘାଟରେ ବଲ୍ଲା ପୋତି ତିଆରି ହୋଇଥିବ ମଞ୍ଚା

ଉଦାହରଣ : ମଞ୍ଚାଉପରୁ ଲୋକମାନେ ନାଆରେ ଚଢ଼ନ୍ତି

ସମକକ୍ଷ : ମଞ୍ଚା

नदी के कच्चे घाट पर बल्ले गाड़कर उस पर बनाया हुआ मचान।

चह पर से लोग नाव पर चढ़ते हैं।
चह

A platform built out from the shore into the water and supported by piles. Provides access to ships and boats.

dock, pier, wharf, wharfage

ଅର୍ଥ : ଶିକାର କରିବାପାଇଁ ଚାରି ଖୁଣ୍ଟ ବନ୍ଧା ଯାଇ ତିଆରି ହୋଇଥିବା ଉଚ୍ଚା ସ୍ଥାନ

ଉଦାହରଣ : ଶିକାରୀ ମଞ୍ଚା ଉପରେ ବସି ଶିକାରକୁ ଅପେକ୍ଷା କରିଛି

ସମକକ୍ଷ : ମଞ୍ଚା

शिकार खेलने के लिए चार लट्ठों पर बाँधकर बनाया हुआ ऊँचा स्थान।

शिकारी मचान पर बैठकर शिकार का इंतजार कर रहा है।
मचान

A raised horizontal surface.

The speaker mounted the platform.
platform