ଅର୍ଥ : ମଜୁରିଆକୁ ମିଳୁଥିବା ମଜୁରି
ଉଦାହରଣ :
ମଜୁରିଆ କୃଷକ ପାଖରୁ ମଜୁରି ନେବାକୁ ଆସିଛି
ସମକକ୍ଷ : ପାରିଶ୍ରମିକ, ମୂଲ
ଅର୍ଥ : ମଜୁରିଆକୁ ମିଳୁଥିବା ପାରିଶ୍ରମିକ
ଉଦାହରଣ :
ସେ ପ୍ରତିଦିନ ଶହେ ଟଙ୍କା ମଜୁରି ନିଏ
ସମକକ୍ଷ : ପାରିଶ୍ରମିକ, ମୂଲ
ଅର୍ଥ : କେହିକିଛି ପରିଶ୍ରମ କଲେ ତା ବଦଳରେ ବା ପାରିତୋଷିକ ରୂପେ ଯେଉଁ ଧନ ଦିଆଯାଏ
ଉଦାହରଣ :
ଉଚିତ୍ ପାରିଶ୍ରମିକ ନ ମିଳିବା କାରଣରୁ ଶ୍ରମିକମାନେ ହରତାଳ କରିଦେଲେ
ସମକକ୍ଷ : ପାରିଶ୍ରମିକ, ମୂଲ୍ୟ, ଶ୍ରମମୂଲ୍ୟ