ଅର୍ଥ : କୌଣସି ବସ୍ତୁର ଯେଉଁ ଗୁଣ, ଯୋଗ୍ୟତା, ବା ଉପଯୋଗିତାକୁ ଆଧାର କରି ତାର ଆର୍ଥିକ ମୂଲ୍ୟ ନିର୍ଦ୍ଧାରଣ କରାଯାଏ
ଉଦାହରଣ :
ହୀରାର ମୂଲ୍ୟ ଜହୁରୀ ହିଁ ଜାଣେ
ସମକକ୍ଷ : ଦାମ୍
ଅର୍ଥ : ମାନଦଣ୍ଡକୁ ଆଧାର କରି କୌଣସି ବସ୍ତୁଆଦିର ମହତ୍ତ୍ୱ
ଉଦାହରଣ :
ଦିନକୁ ଦିନ ନୈତିକ ମୂଲ୍ୟ ହ୍ରାସ ହେଉଛିଆଜିକାଲି ମଣିଷର କୌଣସି ମୂଲ୍ୟ ହିଁ ନାହିଁ
ଅର୍ଥ : କେହିକିଛି ପରିଶ୍ରମ କଲେ ତା ବଦଳରେ ବା ପାରିତୋଷିକ ରୂପେ ଯେଉଁ ଧନ ଦିଆଯାଏ
ଉଦାହରଣ :
ଉଚିତ୍ ପାରିଶ୍ରମିକ ନ ମିଳିବା କାରଣରୁ ଶ୍ରମିକମାନେ ହରତାଳ କରିଦେଲେ
ସମକକ୍ଷ : ପାରିଶ୍ରମିକ, ମଜୁରି, ଶ୍ରମମୂଲ୍ୟ