ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାରିଶ୍ରମିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାରିଶ୍ରମିକ   ବିଶେଷ୍ୟ

ଅର୍ଥ : ମଜୁରିଆକୁ ମିଳୁଥିବା ମଜୁରି

ଉଦାହରଣ : ମଜୁରିଆ କୃଷକ ପାଖରୁ ମଜୁରି ନେବାକୁ ଆସିଛି

ସମକକ୍ଷ : ମଜୁରି, ମୂଲ

बनिहार को मिलनेवाली मजदूरी।

बनिहार किसान के पास बनिहारी लेने आया है।
बनिहारी

Something that remunerates.

Wages were paid by check.
He wasted his pay on drink.
They saved a quarter of all their earnings.
earnings, pay, remuneration, salary, wage

ଅର୍ଥ : ମଜୁରିଆକୁ ମିଳୁଥିବା ପାରିଶ୍ରମିକ

ଉଦାହରଣ : ସେ ପ୍ରତିଦିନ ଶହେ ଟଙ୍କା ମଜୁରି ନିଏ

ସମକକ୍ଷ : ମଜୁରି, ମୂଲ

मजदूर को मिलनेवाला पारिश्रमिक।

वह प्रतिदिन सौ रूपए मजदूरी लेता है।
उजरत, मजदूरी, मज़दूरी, मजूरी

Something that remunerates.

Wages were paid by check.
He wasted his pay on drink.
They saved a quarter of all their earnings.
earnings, pay, remuneration, salary, wage

ଅର୍ଥ : କେହିକିଛି ପରିଶ୍ରମ କଲେ ତା ବଦଳରେ ବା ପାରିତୋଷିକ ରୂପେ ଯେଉଁ ଧନ ଦିଆଯାଏ

ଉଦାହରଣ : ଉଚିତ୍‌ ପାରିଶ୍ରମିକ ନ ମିଳିବା କାରଣରୁ ଶ୍ରମିକମାନେ ହରତାଳ କରିଦେଲେ

ସମକକ୍ଷ : ମଜୁରି, ମୂଲ୍ୟ, ଶ୍ରମମୂଲ୍ୟ

वह धन जो किसी को कुछ परिश्रम करने पर उसके बदले या पारितोषिक आदि के रूप में दिया जाता है।

उचित पारिश्रमिक न मिलने के कारण श्रमिकों ने हड़ताल कर दी।
उजरत, कर्मण्या, पारिश्रमिक, मेहनताना

Compensation received by virtue of holding an office or having employment (usually in the form of wages or fees).

A clause in the U.S. constitution prevents sitting legislators from receiving emoluments from their own votes.
emolument