ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଉଳିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଉଳିଯିବା   କ୍ରିୟାପଦ

ଅର୍ଥ : କାନ୍ତି ମଳିନ ପଡ଼ିଯିବା

ଉଦାହରଣ : ଖରାପ ଖବର ଶୁଣି ତା ଚେହେରା ମଉଳିଗଲା

ସମକକ୍ଷ : ଝାଉଁଳି ଯିବା, ମ୍ଳାନ ପଡ଼ିଯିବା

कांति का मलिन पड़ना।

बुरी ख़बर सुन कर उसका चेहरा मुरझा गया।
उतरना, कुम्हलाना, मुरझाना, मुर्झाना, म्लान होना

Lose freshness, vigor, or vitality.

Her bloom was fading.
fade, wither

ଅର୍ଥ : ଛୋଟ ଗଛଗୁଡ଼ିକର ସବୁଜିମା ଚାଲିଯିବା

ଉଦାହରଣ : ଝାଞ୍ଜି ହେତୁ କିଛି ଛୋଟ ଗଛ ମଉଳି ଗଲା

ସମକକ୍ଷ : ଝାଉଁଳିଯିବା, ଶୁଖିଯିବା

पौधे आदि का हरापन जाता रहना।

गर्मी के कारण कुछ पौधे मुरझा गए।
कुम्हलाना, मुरझाना, मुर्झाना, सूखना

Wither, as with a loss of moisture.

The fruit dried and shriveled.
shrink, shrivel, shrivel up, wither