ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୟଭୀତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୟଭୀତ   ବିଶେଷଣ

ଅର୍ଥ : ଭୟରେ ଯାହାର ଲୋମ ଟାଙ୍କୁରି ଉଠେ

ଉଦାହରଣ : ଭୂତର କଳ୍ପନା କରୁକରୁ ସେ ରୋମାଞ୍ଚିତ ହୋଇଉଠିଲେ

ସମକକ୍ଷ : ରୋମାଞ୍ଚିତ

भय से जिसके रोंगटे खड़े हों।

भूत की कल्पना करते ही वह रोमांचित हो उठा।
रोमांचित

Feeling intense pleasurable excitement.

thrilled

ଅର୍ଥ : ଯେ ଡରିଛି

ଉଦାହରଣ : ଅନ୍ୟାୟକୁ ଭୟଭୀତ ନ ହୋଇ ତା ସହିତ ଲଢ଼ିବା ଉଚିତ୍‌

ସମକକ୍ଷ : ଆତଙ୍କିତ, ଭୟଗ୍ରସ୍ତ, ଭୟଯୁକ୍ତ, ଭୟାନ୍ୱିତ

Thrown into a state of intense fear or desperation.

Became panicky as the snow deepened.
Felt panicked before each exam.
Trying to keep back the panic-stricken crowd.
The terrified horse bolted.
frightened, panic-stricken, panic-struck, panicked, panicky, terrified