ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୟଯୁକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୟଯୁକ୍ତ   ବିଶେଷଣ

ଅର୍ଥ : ସବୁଆଡ଼ୁ ଭୟଯୁକ୍ତ

ଉଦାହରଣ : ଭୟାର୍ତ୍ତ ମଣିଷକୁ କିଛି ବୁଦ୍ଧି ଦିଶୁ ନଥିଲା

ସମକକ୍ଷ : ଭୟାର୍ତ୍ତ, ଶଙ୍କାନ୍ୱିତ

सब ओर से शंकायुक्त।

अभिशंक मनुष्य को कुछ सूझ नहीं रहा था।
अभिशंक, अभिशङ्क

Fraught with uncertainty or doubt.

They were doubtful that the cord would hold.
It was doubtful whether she would be admitted.
Dubious about agreeing to go.
doubtful, dubious

ଅର୍ଥ : ଯେ ଡରିଛି

ଉଦାହରଣ : ଅନ୍ୟାୟକୁ ଭୟଭୀତ ନ ହୋଇ ତା ସହିତ ଲଢ଼ିବା ଉଚିତ୍‌

ସମକକ୍ଷ : ଆତଙ୍କିତ, ଭୟଗ୍ରସ୍ତ, ଭୟଭୀତ, ଭୟାନ୍ୱିତ

Thrown into a state of intense fear or desperation.

Became panicky as the snow deepened.
Felt panicked before each exam.
Trying to keep back the panic-stricken crowd.
The terrified horse bolted.
frightened, panic-stricken, panic-struck, panicked, panicky, terrified