ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୋମାଞ୍ଚିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୋମାଞ୍ଚିତ   ବିଶେଷଣ

ଅର୍ଥ : ଭୟରେ ଯାହାର ଲୋମ ଟାଙ୍କୁରି ଉଠେ

ଉଦାହରଣ : ଭୂତର କଳ୍ପନା କରୁକରୁ ସେ ରୋମାଞ୍ଚିତ ହୋଇଉଠିଲେ

ସମକକ୍ଷ : ଭୟଭୀତ

भय से जिसके रोंगटे खड़े हों।

भूत की कल्पना करते ही वह रोमांचित हो उठा।
रोमांचित

Feeling intense pleasurable excitement.

thrilled

ଅର୍ଥ : ଆନନ୍ଦରେ ଯାହାର ଲୋମ ଛିଡ଼ାହୋଇଯାଏ

ଉଦାହରଣ : ସେ ସିନେମା ଦେଖି ରୋମାଞ୍ଚିତ ହେଲା

ସମକକ୍ଷ : ପୁଲକିତ, ପ୍ରଫୁଲ୍ଲିତ

आनंद से जिसके रोंगटे खड़े हों।

वह सिनेमा देखकर रोमाचिंत हो उठा।
पुलकित, रोमहर्षित, रोमांचित

Feeling intense pleasurable excitement.

thrilled