ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରସାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରସାଦ   ବିଶେଷ୍ୟ

ଅର୍ଥ : ଦେବତା ବା ବଡ଼ଲୋକମାନେ ପ୍ରସନ୍ନ ହୋଇ ଭକ୍ତ ବା ସାନଙ୍କୁ ଯେଉଁ ବସ୍ତୁ ଦିଅନ୍ତି

ଉଦାହରଣ : ସାଧ ଯାହାଙ୍କୁ ଭେଟୁଛନ୍ତି ସେମାନଙ୍କୁ କିଛିନା କିଛି ପ୍ରସାଦ ଦେଉଛନ୍ତି

वह वस्तु जो देवता या बड़े लोग प्रसन्न होकर भक्तों या छोटों को दें।

स्वामीजी जिससे भी मिलते हैं उसे कुछ न कुछ प्रसाद देते हैं।
प्रसाद, बरकत

ଅର୍ଥ : ଦେବତାଙ୍କୁ ଯେଉଁ ଖାଦ୍ୟ ବା ପାନୀୟ ବସ୍ତୁ ଅର୍ପଣ କରାଯାଇଛି

ଉଦାହରଣ : ପ୍ରବଚନ ପରେ ପ୍ରସାଦ ବିତରଣ କରାଗଲା

ସମକକ୍ଷ : ଭୋଗ

वह खाने या पीने की वस्तु जो देवता को चढ़ाई जा चुकी हो।

कथा समाप्ति के बाद प्रसाद वितरण किया गया।
परसाद, परसादी, प्रसाद, प्रसादी