ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିନୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିନୟ   ବିଶେଷ୍ୟ

ଅର୍ଥ : ନାଟକରେ କୌଣସି ପାତ୍ରର ଅଭିନୟ

ଉଦାହରଣ : ଏହି ସିନେମାରେ ଅମିତାଭଙ୍କ ଭୂମିକା ଜୋରଦାର ହେଇଛି ଏହି ନାଟକରେ ସେ ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଛି

ସମକକ୍ଷ : ପାର୍ଟ୍‌, ଭୂମିକା

नाटकों आदि में किसी पात्र का अभिनय।

इस फिल्म में अमिताभ की भूमिका दमदार है।
इस नाटक में वह एक खलनायक की भूमिका निभा रहा है।
भूमिका, रोल

An actor's portrayal of someone in a play.

She played the part of Desdemona.
character, part, persona, role, theatrical role

ଅର୍ଥ : ଅନ୍ୟ ବ୍ୟକ୍ତିମାନଙ୍କର ଭାଷଣ, ଚେଷ୍ଟାଆଦିକୁ କିଛି ସମୟପାଇଁ ଅନୁକରଣ କରିବାର କ୍ରିୟା, ଯାହା ନାଟକଆଦିରେ ହୁଏ

ଉଦାହରଣ : ଏହି ନାଟକରେ ରାମର ଅଭିନୟ ବହୁତ ପ୍ରଶଂସନୀୟ ଥିଲା

दूसरे व्यक्तियों के भाषण, चेष्टा आदि का कुछ काल के लिए अनुकरण करने की क्रिया, जैसा नाटकों आदि में होता है।

इस नाटक में राम का अभिनय बहुत प्रशंसनीय रहा।
अभिनय, अभिनीति, प्रयोग

The performance of a part or role in a drama.

acting, performing, playacting, playing

ଅର୍ଥ : କାହାକୁ ଧୋକା ଦେବାପାଇଁ ପ୍ରସ୍ତୁତ ରୂପ କିମ୍ବା କରାଯାଉଥିବା କାମ

ଉଦାହରଣ : ସେ ବେମାର ହେବାର ନାଟକ କରୁଛି

ସମକକ୍ଷ : ନାଟକ, ସୁଆଙ୍ଗ

किसी को धोखा देने के लिए बनाया हुआ रूप या किया जाने वाला काम।

वह बीमार होने का नाटक कर रहा है।
अभिनय, नाटक, साँग, सांग, स्वाँग, स्वांग

The act of giving a false appearance.

His conformity was only pretending.
feigning, pretence, pretending, pretense, simulation