ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୁଷୁଡ଼ି ପଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୁଷୁଡ଼ି ପଡ଼ିବା   କ୍ରିୟାପଦ

ଅର୍ଥ : ତଳେ ପଡ଼ିଯିବା ବା ଧିରେଧିରେ ବସିଯିବା

ଉଦାହରଣ : ବର୍ଷାରେ ମାଟି ପାଚେରୀ ଭୁଷୁଡ଼ି ପଡ଼ିଲା

ସମକକ୍ଷ : ଧସିଯିବା, ବସିଯିବା

नीचे की ओर धीरे-धीरे बैठना या जाना।

बरसात में मिट्टी की दीवाल धँस गई।
धँसकना, धँसना, धसकना, बैठना

Go under.

The raft sank and its occupants drowned.
go down, go under, settle, sink

ଅର୍ଥ : ଧ୍ୱସ୍ତ ବିଧ୍ୱସ୍ତ ହେବା

ଉଦାହରଣ : ଭୂମିକମ୍ପରେ ରାମର ଘର ଭୁଷୁଡ଼ି ପଡ଼ିଲା

ସମକକ୍ଷ : ଗଳିପଡ଼ିବା, ଟଳିପଡ଼ିବା

ध्वस्त होना।

भूकंप में राम का मकान ढह गया।
गिर पड़ना, गिरना, ढहना

Break down, literally or metaphorically.

The wall collapsed.
The business collapsed.
The dam broke.
The roof collapsed.
The wall gave in.
The roof finally gave under the weight of the ice.
break, cave in, collapse, fall in, founder, give, give way