ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବସିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବସିଯିବା   କ୍ରିୟାପଦ

ଅର୍ଥ : ତରଳ ପଦାର୍ଥର ଯେଭଳି ସ୍ଥିରହେଲେ ସେଥିରେ ଦ୍ରବୀଭୂତ ହୋଇଥିବା ଜିନିଷ ବା ମଇଳା ତଳେ ବସିଯାଏ

ଉଦାହରଣ : ମାଛଧରାଳିମାନେ ବାହାରି ଆସିବାପରେ ପୋଖରୀର ପାଣି ସ୍ଥିର ହୋଇଗଲା

ସମକକ୍ଷ : ସ୍ଥିର ହୋଇଯିବା

तरल पदार्थ के स्थिर होने पर उसमें घुली हुई चीज़ या मैल आदि का नीचे बैठना।

मछुआरे के निकलते ही तालाब का पानी निथरने लगा।
थिरना, निथरना

Remove by passing through a filter.

Filter out the impurities.
filter, filter out, filtrate, separate out, strain

ଅର୍ଥ : ତଳେ ପଡ଼ିଯିବା ବା ଧିରେଧିରେ ବସିଯିବା

ଉଦାହରଣ : ବର୍ଷାରେ ମାଟି ପାଚେରୀ ଭୁଷୁଡ଼ି ପଡ଼ିଲା

ସମକକ୍ଷ : ଧସିଯିବା, ଭୁଷୁଡ଼ି ପଡ଼ିବା

नीचे की ओर धीरे-धीरे बैठना या जाना।

बरसात में मिट्टी की दीवाल धँस गई।
धँसकना, धँसना, धसकना, बैठना

Go under.

The raft sank and its occupants drowned.
go down, go under, settle, sink

ଅର୍ଥ : ଫୁଲିଥିବା ବା ବାହାରକୁଥିବା ତଳ ଭାଗ ଦବିଯାଇଥିବା

ଉଦାହରଣ : ବାକ୍ସ ଉପରେ ବସିବାରୁ ତାହା ଚେପା ହୋଇଗଲା

ସମକକ୍ଷ : ଚେପାହୋଇଯିବା, ଦାବିହୋଇଯିବା

फूले या उभरे हुए तल का दबना।

बक्से पर बैठते ही वह पिचक गया।
दबकना, पचकना, पिचकना, बैठना