ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭିତ୍ତିହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭିତ୍ତିହୀନ   ବିଶେଷଣ

ଅର୍ଥ : ଯାହାର ତଳ ବା ଗାଣ୍ଡି ନାହିଁ

ଉଦାହରଣ : ପିଣ୍ଡିହୀନ ବାସନକୁ ସଳଖ ରଖିବାପାଇଁ ମୁଚୁଳା ଦରକାର ପଡ଼େ

ସମକକ୍ଷ : ପିଣ୍ଡିହୀନ

जिसका तल या पेंदा न हो।

बेपेंदी के बरतन को सीदा रखने के लिए आधार की ज़रूरत पड़ती है।
अतल, अतला, बेपेंदा

Having no bottom.

Bottomless pajamas consisting simply of a long top opening down the front.
bottomless

ଅର୍ଥ : ଯେଉଁଥିରେ କିଛି ସତ୍ୟତା ବା ଯଥାର୍ଥତା ନାହିଁ

ଉଦାହରଣ : ନ୍ୟାୟାଳୟରେ ତାଙ୍କଦ୍ୱାରା ଦିଆଯାଇଥିବା ବର୍ଣ୍ଣନା ଆଧାରହୀନ

ସମକକ୍ଷ : ଅପ୍ରାମାଣିକ, ଆଧାରହୀନ, ନିରାଧାର

जिसमें कोई सच्चाई या यथार्थता न हो या जो प्रमाणों से सिद्ध न किया जा सके।

न्यायालय में उसके द्वारा दिया गया बयान निराधार है।
अनाधार, अप्रामाणिक, आधाररहित, आधारहीन, तथ्यहीन, निराधार, निर्मूल, बे-बुनियाद, बेबुनियाद, यथार्थहीन, सारहीन

Without a basis in reason or fact.

Baseless gossip.
The allegations proved groundless.
Idle fears.
Unfounded suspicions.
Unwarranted jealousy.
baseless, groundless, idle, unfounded, unwarranted, wild