ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର କୌଣସି ଆଧାର ନାହିଁ
ଉଦାହରଣ : ଆଧାରହୀନ ବେଲୁନ୍ ପବନରେ ଉପରକୁ ଉଡ଼ିବାକୁ ଲାଗିଲା
ସମକକ୍ଷ : ଅନାଧାର, ନିରାଧାର
जिसका कोई आधार न हो या बिना आधार का।
Without a basis in reason or fact.
ଅର୍ଥ : ଯେଉଁଥିରେ କିଛି ସତ୍ୟତା ବା ଯଥାର୍ଥତା ନାହିଁ
ଉଦାହରଣ : ନ୍ୟାୟାଳୟରେ ତାଙ୍କଦ୍ୱାରା ଦିଆଯାଇଥିବା ବର୍ଣ୍ଣନା ଆଧାରହୀନ
ସମକକ୍ଷ : ଅପ୍ରାମାଣିକ, ନିରାଧାର, ଭିତ୍ତିହୀନ
जिसमें कोई सच्चाई या यथार्थता न हो या जो प्रमाणों से सिद्ध न किया जा सके।
ସଂସ୍ଥାପନ କରନ୍ତୁ