ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସ୍ତ୍ରୀମାନେ ରହୁଥିବା ଘରର ସେହି ଭିତର ଭାଗ
ଉଦାହରଣ : ଚାକରାଣୀ ଅନ୍ତଃପୁର ସଫାକରୁଛି
ସମକକ୍ଷ : ଅନ୍ତଃପୁର, ଅନ୍ଦର ମହଲ, ଅବରୋଧ, ଭିତର ଆଡ଼, ଭିତର ସାଲା, ଭିତରପୁର, ଭିତିରି ଖଞ୍ଜା, ହାରେମ୍
घर का वह भीतरी भाग जिसमें स्त्रियाँ रहती हैं।
Living quarters reserved for wives and concubines and female relatives in a Muslim household.
ସଂସ୍ଥାପନ କରନ୍ତୁ