ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାସମାନ ସଙ୍କେତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାସମାନ ସଙ୍କେତ   ବିଶେଷ୍ୟ

ଅର୍ଥ : ସମୁଦ୍ର ସ୍ତରରେ ରସିରେ ବନ୍ଧାହୋଇ ଚକଚକିଆ ରଙ୍ଗଯୁକ୍ତ ଭାସମାନ ଅବସ୍ଥାରେ ଥିବା ଯେଉଁ ବସ୍ତୁ ସମୁଦ୍ର ଭିତର ବିପଦ ସୂଚନା ଦେବାପାଇଁ ଥାଏ

ଉଦାହରଣ : ନାବିକ ଦୂରରୁ ହିଁ ଭାସମାନ ସଙ୍କେତ ଦେଖି ତା ଡଙ୍ଗା ମୋଡ଼ିଲା

ସମକକ୍ଷ : ବୟ

* समुद्र सतह पर तैरती रस्सी से जुड़ी, चमकीले रंगों वाली वह वस्तु जो समुद्र के भीतर के खतरों से आगाह करने के लिए होती है।

नाविक ने दूर से ही प्लव को देखकर अपनी नाव मोड़ ली।
उत्प्लव, प्लव, बूई, बोय

Bright-colored. A float attached by rope to the seabed to mark channels in a harbor or underwater hazards.

buoy