ଅର୍ଥ : ତନ୍ତୀମାନଙ୍କର ଏକ ଉପକରଣ ଯେଉଁଥିରେ ସେମାନେ ସୂତା କଷନ୍ତି
ଉଦାହରଣ :
ଲୁଗାବୁଣିବା ସମୟରେ ତନ୍ତୀ ବାରମ୍ବାର ପାନିଆରେ ସୂତା କଷୁଥିଲା
ସମକକ୍ଷ : ପାନିଆ
ଅର୍ଥ : ସମୁଦ୍ର ସ୍ତରରେ ରସିରେ ବନ୍ଧାହୋଇ ଚକଚକିଆ ରଙ୍ଗଯୁକ୍ତ ଭାସମାନ ଅବସ୍ଥାରେ ଥିବା ଯେଉଁ ବସ୍ତୁ ସମୁଦ୍ର ଭିତର ବିପଦ ସୂଚନା ଦେବାପାଇଁ ଥାଏ
ଉଦାହରଣ :
ନାବିକ ଦୂରରୁ ହିଁ ଭାସମାନ ସଙ୍କେତ ଦେଖି ତା ଡଙ୍ଗା ମୋଡ଼ିଲା
ସମକକ୍ଷ : ଭାସମାନ ସଙ୍କେତ