ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାଷଣ   ବିଶେଷ୍ୟ

ଅର୍ଥ : କାହା ସମ୍ମୁଖରେ କିଛି ବିଶେଷ ବିଷୟ ମୌଖିକ ରୂପେ ବର୍ଣ୍ଣନା କରିବା

ଉଦାହରଣ : ଆଜି ଦଶଟା ବେଳେ ଶିକ୍ଷକଙ୍କର ଅଭିଭାଷଣ ଅଛି

ସମକକ୍ଷ : ଅଭିଭାଷଣ, ବକ୍ତୃତା

किसी के सम्मुख किसी विशेष विषय का मौखिक वर्णन।

आज दस बजे गुरुजी का व्याख्यान है।
अभिभाषण, आख्यान, लेक्चर, व्याख्यान

A speech that is open to the public.

He attended a lecture on telecommunications.
lecture, public lecture, talk

ଅର୍ଥ : ସମ୍ବୋଧିତ କରିବାର କ୍ରିୟା

ଉଦାହରଣ : ଆଜିକାଲିର ନେତାମାନଙ୍କର ଭାଷଣର ଶବ୍ଦ ଫମ୍ପା

ସମକକ୍ଷ : ସମ୍ବୋଧନ

संबोधित करने की क्रिया।

आजकल के नेताओं के संबोधन के शब्द खोखले होते हैं।
संबोधन, सम्बोधन

The act of delivering a formal spoken communication to an audience.

He listened to an address on minor Roman poets.
address, speech

ଅର୍ଥ : ବୟାନ ଦେବାର କ୍ରିୟା ବା ଭାବ

ଉଦାହରଣ : ମନ୍ତ୍ରୀଙ୍କର ଭାଷଣରେ କେହି ସନ୍ତୁଷ୍ଟ ହେଲେନାହିଁ

बयान देने की क्रिया या भाव।

मंत्री जी की बयानबाज़ी से कोई संतुष्ट नहीं था।
बयानबाज़ी, बयानबाजी

Something that people do or cause to happen.

act, deed, human action, human activity

ଅର୍ଥ : ବହୁତ ଲୋକଙ୍କ ସାମନାରେ କୌଣସି ବିଷୟର ସବିସ୍ତୃତ କଥନ

ଉଦାହରଣ : ଗାନ୍ଧିଜୀଙ୍କ ଭାଷଣ ଶୁଣିବା ନିମନ୍ତେ ଦୂର ଦୂରାନ୍ତରରୁ ଲୋକ ଆସୁଥିଲେ

ସମକକ୍ଷ : ବକ୍ତୃତା, ସ୍ପିଚ୍‌

बहुत से लोगों के सामने किसी विषय का सविस्तार कथन।

गाँधीजी का भाषण सुनने के लिए दूर-दूर से लोग आते थे।
तकरीर, तक़रीर, भाषण

A speech that is open to the public.

He attended a lecture on telecommunications.
lecture, public lecture, talk