ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିଭାଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିଭାଷଣ   ବିଶେଷ୍ୟ

ଅର୍ଥ : କାହା ସମ୍ମୁଖରେ କିଛି ବିଶେଷ ବିଷୟ ମୌଖିକ ରୂପେ ବର୍ଣ୍ଣନା କରିବା

ଉଦାହରଣ : ଆଜି ଦଶଟା ବେଳେ ଶିକ୍ଷକଙ୍କର ଅଭିଭାଷଣ ଅଛି

ସମକକ୍ଷ : ବକ୍ତୃତା, ଭାଷଣ

किसी के सम्मुख किसी विशेष विषय का मौखिक वर्णन।

आज दस बजे गुरुजी का व्याख्यान है।
अभिभाषण, आख्यान, लेक्चर, व्याख्यान

A speech that is open to the public.

He attended a lecture on telecommunications.
lecture, public lecture, talk

ଅର୍ଥ : ନ୍ୟାୟାଳୟରେ ଆଇନଜୀବୀ ବା ଓକିଲଙ୍କ ଭାଷଣ

ଉଦାହରଣ : ଆଇନଜୀବୀଙ୍କ ଅଭିଭାଷଣ ଶୁଣି ନ୍ୟାୟାଳୟରେ ଉପସ୍ଥିତ ଲୋକମାନେ ସ୍ତବ୍ଧ ହୋଇଗଲେ

न्यायालय में विधिज्ञ या वक़ील का भाषण।

विधिज्ञ का अभिभाषण सुन न्यायालय में उपस्थित लोग स्तब्ध रह गए।
अभिभाषण

(law) a statement in legal and logical form stating something on behalf of a party to a legal proceeding.

pleading