ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ବୋଧନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ବୋଧନ   ବିଶେଷ୍ୟ

ଅର୍ଥ : ପତ୍ର ଆଦି ଲେଖିବା ସମୟରେ ପ୍ରାରମ୍ଭରୁ ସମ୍ବୋଧନରେ ଲେଖାଯାଉଥିବା ପଦ

ଉଦାହରଣ : ସମ୍ବୋଧନରୁ ପତ୍ର କାହାକୁ ଲେଖା ଯାଇଛି ତାହା ଜଣା ପଡ଼ିଥାଏ

पत्र आदि लिखते समय एकदम आरम्भ में संबोधन के रूप में लिखा जानेवाला पद।

सरनामा से यह पता चल जाता है कि पत्र किसको लिखा गया है।
सरनामा, सिरनामा

ଅର୍ଥ : ସମ୍ବୋଧିତ କରିବାର କ୍ରିୟା

ଉଦାହରଣ : ଆଜିକାଲିର ନେତାମାନଙ୍କର ଭାଷଣର ଶବ୍ଦ ଫମ୍ପା

ସମକକ୍ଷ : ଭାଷଣ

संबोधित करने की क्रिया।

आजकल के नेताओं के संबोधन के शब्द खोखले होते हैं।
संबोधन, सम्बोधन

The act of delivering a formal spoken communication to an audience.

He listened to an address on minor Roman poets.
address, speech

ଅର୍ଥ : କାହାରିକୁ ଡାକିବା ବା ଡକାଇବା ନିମନ୍ତେ ପ୍ରଯୁକ୍ତ ଶବ୍ଦ

ଉଦାହରଣ : ବାପୁ ନାମରେ ଗାନ୍ଧିଜୀଙ୍କୁ ସମ୍ବୋଧନ କରାଯାଉଥିଲା

ସମକକ୍ଷ : ସଂବୋଧନ

किसी को पुकारने या बुलाने के लिए प्रयुक्त शब्द।

गाँधीजी का संबोधन बापू नाम से भी होता था।
संबोधन, सम्बोधन