ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାରତୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାରତୀୟ   ବିଶେଷ୍ୟ

ଅର୍ଥ : ଭାରତର ନିବାସୀ

ଉଦାହରଣ : ତ୍ରିରଙ୍ଗା ଭାରତୀୟମାନଙ୍କ ଗର୍ବ

ସମକକ୍ଷ : ଭାରତବାସୀ, ହିନ୍ଦୁସ୍ଥାନୀ

भारत में रहनेवाला व्यक्ति।

तिरंगा भारतीयों की शान है।
भारत, भारतवासी, भारतीय, हिंदी, हिंदुस्तानी, हिंदोस्तानी, हिन्दी, हिन्दुस्तानी, हिन्दोस्तानी

A native or inhabitant of India.

indian

ଭାରତୀୟ   ବିଶେଷଣ

ଅର୍ଥ : ଭାରତର ବା ଭାରତ ସହିତ ସମ୍ବନ୍ଧ ରଖୁଥିବା

ଉଦାହରଣ : ବହୁତ ଦିନ ପର୍ଯ୍ୟନ୍ତ ଭାରତୀୟ ଜନତା ଦାସତ୍ୱର ଶିକୁଳିରେ ବାନ୍ଧି ହୋଇଥିଲେ

ସମକକ୍ଷ : ହିନ୍ଦୁସ୍ଥାନୀ

भारत का या भारत से संबंध रखने वाला।

बहुत दिनों तक भारतीय जनता गुलामी की जंजीरों में जकड़ी रही।
भारतीय, हिंदी, हिंदुस्तानी, हिंदोस्तानी, हिन्दी, हिन्दुस्तानी, हिन्दोस्तानी

Of or relating to or characteristic of India or the East Indies or their peoples or languages or cultures.

The Indian subcontinent.
Indian saris.
indian