ଅର୍ଥ : ହିନ୍ଦୀ ଭାଷାର ପ୍ରାରମ୍ଭିକ ସ୍ୱରୂପ
ଉଦାହରଣ :
ହିନ୍ଦୁସ୍ତାନୀ ଭାଷା ଦିଲ୍ଲୀର ଆଖପାଖରେ କୁହାଯାଉଥିଲା
ସମକକ୍ଷ : ହିନ୍ଦୁସ୍ତାନୀ ଭାଷା
ଅର୍ଥ : ଭାରତର ବା ଭାରତ ସହିତ ସମ୍ବନ୍ଧ ରଖୁଥିବା
ଉଦାହରଣ :
ବହୁତ ଦିନ ପର୍ଯ୍ୟନ୍ତ ଭାରତୀୟ ଜନତା ଦାସତ୍ୱର ଶିକୁଳିରେ ବାନ୍ଧି ହୋଇଥିଲେ
ସମକକ୍ଷ : ଭାରତୀୟ