ଅର୍ଥ : ଯେଉଁ ବସ୍ତୁ ବାସ୍ତବରେ ନାହିଁ କିନ୍ତୁ କଳ୍ପନାଦ୍ୱାରା ତିଆରି
ଉଦାହରଣ :
କିଛି ଲୋକଙ୍କ ଅନୁସାରେ ଭୂତ ଏକ କଳ୍ପନା କିଛି କବିଙ୍କର କବିତାଗୁଡ଼ିକର କେନ୍ଦ୍ରବିନ୍ଦୁରେ ତାଙ୍କର କଳ୍ପନା ରହିଥାଏ
ସମକକ୍ଷ : କାଳ୍ପନିକତା, ପରିକଳ୍ପନା
ଅର୍ଥ : ସେହି ଶକ୍ତି ଯାହା ମନରେ ନୂଆ, ଅପୂର୍ବ, ଅଦୃଷ୍ଟ, ଅଶ୍ରୁତଆଦି ଘଟଣାର ସ୍ୱରୂପକୁ ସମ୍ମୁଖକୁ ଆଣେ
ଉଦାହରଣ :
ମୂର୍ତ୍ତିଗଠନକାରୀର କଳ୍ପନା ଖୋଦେଇ ପଥରରେ ମୂର୍ତ୍ତ ରୂପ ଦିଏ
ସମକକ୍ଷ : କଳ୍ପନାଶକ୍ତି, ଖିଆଲ, ଭାବନା