ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୟାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୟାନ   ବିଶେଷ୍ୟ

ଅର୍ଥ : କୌଣସି ବିଷୟକୁ ସ୍ପଷ୍ଟ କରିବାପାଇଁ କୁହାଯାଇଥିବା କଥା

ଉଦାହରଣ : ଯୌତୁକ ଉପରେ ତାର ବକ୍ତବ୍ୟ ପ୍ରଶଂସନୀୟ ଥିଲା

ସମକକ୍ଷ : କଥନ, ବକ୍ତବ୍ୟ

किसी विषय में कही हुई कोई ऐसी बात जो किसी विषय को स्पष्ट करे।

दहेज पर उसका वक्तव्य क़ाबिले तारीफ़ था।
कथन, बयान, वक्तव्य, वक्तृत्व

ଅର୍ଥ : ବିଚାରାଳୟରେ ମୋକଦ୍ଦମାରେ ସାକ୍ଷୀ, ଜେରା ଆଦି ପରେ ଓକିଲଙ୍କ ମଧ୍ୟରେ ହେଉଥିବା ତର୍କବିତର୍କପୂର୍ଣ୍ଣ ବକ୍ତବ୍ୟ

ଉଦାହରଣ : ସରକାରୀ ଓକିଲଙ୍କ କଥାକଟାକଟି ନ୍ୟାୟାଳୟକୁ ଚକିତ କରିଦେଲା

ସମକକ୍ଷ : କଥାକଟାକଟି

न्यायालय में मुक़दमें में गवाहियों, जिरहों आदि के उपरांत वक़ीलों का होने वाला तर्क-वितर्क पूर्ण वक्तव्य।

सरकारी वक़ील की बहस ने न्यायालय को चकित कर दिया।
बहस

ଅର୍ଥ : ବିସ୍ତୃତ ଭାବେ କୁହା ବା ଲେଖା ଯାଉଥିବା ଘଟଣା

ଉଦାହରଣ : ରାମଚରିତମାନସ ତୁଳସୀଦାସ କୃତ ଏକ ଶ୍ରେଷ୍ଠ ବର୍ଣ୍ଣନ

ସମକକ୍ଷ : ଆଖ୍ୟାନ, ଚିତ୍ରଣ, ବଖାଣ, ବର୍ଣ୍ଣନ, ବୃତ୍ତାନ୍ତ

विस्तारपूर्वक कहा या लिखा जाने वाला हाल।

रामचरितमानस तुलसीदास कृत एक अनूठा वर्णन है।
आख्यान, आख्यानक, क़ैफ़ियत, कैफियत, चित्रण, तफसील, तफ़सीर, तफ़सील, दास्तान, बखान, बयान, वर्णन, वर्णना, वृत्तांत, वृत्तान्त

A graphic or vivid verbal description.

Too often the narrative was interrupted by long word pictures.
The author gives a depressing picture of life in Poland.
The pamphlet contained brief characterizations of famous Vermonters.
characterisation, characterization, delineation, depiction, picture, word picture, word-painting

ଅର୍ଥ : ଅଦାଲତ ଆଗରେ ଦିଆ ଯାଉଥିବା ବା ଦିଆଯାଇଥିବା ବୟାନ

ଉଦାହରଣ : ଅପରାଧୀର ବୟାନ ଏବଂ ସାକ୍ଷୀମାନଙ୍କ ବୟାନ ମଧ୍ୟରେ କିଛି ତାଳମେଳ ନଥିଲା

अदालत के सामने दिया जाने वाला या दिया गया बयान।

अपराधी के इजहार और गवाहों के इजहारों में कोई तालमेल नहीं था।
इजहार, इज़हार

(law) unsworn statement that can be admitted in evidence in a legal transaction.

His declaration of innocence.
declaration