ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଥାକଟାକଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଥାକଟାକଟି   ବିଶେଷ୍ୟ

ଅର୍ଥ : ବିଚାରାଳୟରେ ମୋକଦ୍ଦମାରେ ସାକ୍ଷୀ, ଜେରା ଆଦି ପରେ ଓକିଲଙ୍କ ମଧ୍ୟରେ ହେଉଥିବା ତର୍କବିତର୍କପୂର୍ଣ୍ଣ ବକ୍ତବ୍ୟ

ଉଦାହରଣ : ସରକାରୀ ଓକିଲଙ୍କ କଥାକଟାକଟି ନ୍ୟାୟାଳୟକୁ ଚକିତ କରିଦେଲା

ସମକକ୍ଷ : ବୟାନ

न्यायालय में मुक़दमें में गवाहियों, जिरहों आदि के उपरांत वक़ीलों का होने वाला तर्क-वितर्क पूर्ण वक्तव्य।

सरकारी वक़ील की बहस ने न्यायालय को चकित कर दिया।
बहस