ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବକ୍ତବ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବକ୍ତବ୍ୟ   ବିଶେଷ୍ୟ

ଅର୍ଥ : କୌଣସି ବିଷୟକୁ ସ୍ପଷ୍ଟ କରିବାପାଇଁ କୁହାଯାଇଥିବା କଥା

ଉଦାହରଣ : ଯୌତୁକ ଉପରେ ତାର ବକ୍ତବ୍ୟ ପ୍ରଶଂସନୀୟ ଥିଲା

ସମକକ୍ଷ : କଥନ, ବୟାନ

किसी विषय में कही हुई कोई ऐसी बात जो किसी विषय को स्पष्ट करे।

दहेज पर उसका वक्तव्य क़ाबिले तारीफ़ था।
कथन, बयान, वक्तव्य, वक्तृत्व

ଅର୍ଥ : କୌଣସି ବ୍ୟକ୍ତି ବା ପକ୍ଷଙ୍କ ତରଫରୁ କୁହାଯାଉଥିବା ଏଭଳି କଥା ବା କରାଯାଉଥିବା ଏଭଳି ଆରୋପ ଯାହା ବର୍ତ୍ତମାନ ପ୍ରମାଣିତ ହୋଇନାହିଁ କିମ୍ବା ଯାହା ପ୍ରମାଣିତ ହେବାରେ କିଛି ସନ୍ଦେହ ଅଛି

ଉଦାହରଣ : ନ୍ୟାୟାଳୟରେ ରାମ ତା ବକ୍ତବ୍ୟକୁ ସତ୍ୟ ପ୍ରମାଣିତ କରି ପାରିଲା ନାହିଁ

किसी व्यक्ति या पक्ष की ओर से कही जानेवाली ऐसी बात या लगाया जानेवाला ऐसा आरोप जो अभी प्रमाणित न हुआ हो अथवा जिसके प्रमाणित होने में कुछ संदेह हो।

न्यायालय में राम अपने अभिकथन को सही साबित न कर सका।
अभिकथन

Statements affirming or denying certain matters of fact that you are prepared to prove.

allegation, allegement