ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୟାଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୟାଁ   ବିଶେଷ୍ୟ

ଅର୍ଥ : ଆଚାର,ଘିଅ ଆଦି ରଖିବାପାଇଁ ଚିନାମାଟି ବା ସାଦାମାଟି ଆଦିରେ ତିଆରି ଗୋଟିଏ ଚଉଡ଼ା ମୁହଁ ଏବଂ ହାତ ନ ଥିବା ଏକ ଚିକ୍କଣ ପାତ୍ର

ଉଦାହରଣ : ଆଚାର,ମୁରବା ଆଦି ରଖିବା ପାଇଁ ଜାରର ଉପଯୋଗ କରା ଯାଏ

ସମକକ୍ଷ : ଜାର, ବଅମ, ବୟମ

अचार, घी, आदि रखने का चीनी मिट्टी या सादी मिट्टी आदि का एक चौड़े मुँह एवं हत्थे या बिना हत्थे का ढक्कनदार रोगनी बर्तन।

मर्तबान का उपयोग अचार, मुरब्बा आदि रखने के लिए किया जाता है।
अमृतदान, अमृतबान, जार, बरनी, बुयाम, मरतबान, मर्तबान, मर्तवान

A vessel (usually cylindrical) with a wide mouth and without handles.

jar