ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରସାରିତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରସାରିତ କରିବା   କ୍ରିୟାପଦ

ଅର୍ଥ : ପରିଣାମ ବା ବିସ୍ତାରରେ ଅଧିକ କରିବା ବା ବିସ୍ତାରିତ କରିବା

ଉଦାହରଣ : ବୌଦ୍ଧମାନେ ବୌଦ୍ଧଧର୍ମକୁ କେତେକ ଦେଶରେ ପ୍ରସାରିତ କଲେ

ସମକକ୍ଷ : ପ୍ରସାର କରିବା, ବିସ୍ତୃତ କରିବା, ବଢ଼େଇବା

परिमाण या विस्तार में अधिक करना या विस्तारित करना।

बौद्धों ने बौद्ध धर्म को कई देशों में फैलाया।
प्रसार करना, प्रसारित करना, फैलाना, बढ़ाना, विस्तार करना, विस्तृत करना

Distribute or disperse widely.

The invaders spread their language all over the country.
distribute, spread