ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବସ୍ତାନି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବସ୍ତାନି   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟାଗରେ ଛାତ୍ରଛାତ୍ରୀମାନେ ବହି, ଖାତା, ଓ ଅନ୍ୟାନ୍ୟ ଜିନିଷ ରଖନ୍ତି

ଉଦାହରଣ : ଆଜିକାଲିର ପିଲାଙ୍କ ବ୍ୟାଗ ବହିପତ୍ରରେ ଭର୍ତ୍ତି ହୋଇ ରହୁଛି

ସମକକ୍ଷ : ବ୍ୟାଗ, ସ୍କୁଲବ୍ୟାଗ

वह थैला जिसमें विद्यार्थी पुस्तक, पुस्तिका आदि रखता है।

आजकल के बच्चों के बस्ते पुस्तक आदि से भरे रहते हैं।
बस्ता, स्कूल बैग

A bag for carrying school books and supplies.

Found just the right dictionary to fit into his schoolbag.
schoolbag

ଅର୍ଥ : ଯେଉଁ କନାରେ ବହି ଓ ହିସାବଖାତାଆଦି ବନ୍ଧାଯାଏ ବା ବାନ୍ଧି ରଖାଯାଏ

ଉଦାହରଣ : ଜେଜେବାପା ରସିଦଗୁଡ଼ିକୁ ବସ୍ତାନିରେ ବାନ୍ଧି ରଖନ୍ତି

ସମକକ୍ଷ : ଆବରଣ

वह कपड़ा जिसमें पुस्तकें, बहियाँ आदि बाँधी जाती हैं या बाँधकर रखी जाती हैं।

दादाजी रसीदों को बस्ते में रखते हैं।
आवरण, बसना, बस्ता, बेठन

ଅର୍ଥ : ବସ୍ତାରେ ରଖାଯାଇଥିବା ବସ୍ତୁ

ଉଦାହରଣ : ସେ ବିଦ୍ୟାଳୟରୁ ଘରକୁ ଆସିବାକ୍ଷଣି ବସ୍ତାନିକୁ ଖେଳେଇଦେଲା

ସମକକ୍ଷ : ବ୍ୟାଗ୍‌

बस्ते में रखी हुई वस्तुएँ।

उसने विद्यालय से घर आते ही बस्ता बिखेर दिया।
बस्ता