ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରସ୍ତୁତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରସ୍ତୁତ ହେବା   କ୍ରିୟାପଦ

ଅର୍ଥ : ଭବିଷ୍ୟତରେ କୌଣସି ଭୂମିକା ବା କାର୍ଯ୍ୟପାଇଁ (କାହାରିକୁ)ପ୍ରସ୍ତୁତ କରିବା

ଉଦାହରଣ : ବ୍ୟବସାୟୀଜଣକ ତା ପୁଅକୁ ନିଜ ଉତ୍ତରାଧିକାରୀ କରିବାପାଇଁ ବ୍ୟବସ୍ଥା କରୁଛି ଭାରତ ମାତାର ରକ୍ଷା କରିବାପାଇଁ ଆମ ସେନାବାହିନୀ ପ୍ରସ୍ତୁତ ହେଉଛି

ସମକକ୍ଷ : ଆୟୋଜନ କରିବା, ତିଆରି କରିବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା

* भविष्य में किसी भूमिका या कार्य के लिए (किसी को) तैयार करना।

व्यापारी अपने लड़के को अपना उत्तराधिकारी बनाने के लिए तैयार कर रहा है।
भारत माँ की रक्षा के लिए हम सेना तैयार कर रहे हैं।
तैयार करना

ଅର୍ଥ : ଉଦ୍ୟତ ବା ପ୍ରସ୍ତୁତ ହେବା

ଉଦାହରଣ : ସେ ଲଢ଼ାଇପାଇଁ ଉଦ୍ୟତହେଲା

ସମକକ୍ଷ : ଉଦ୍ୟତହେବା, ତତ୍ପର ହେବା

उद्यत या तैयार होना।

वह लड़ाई के लिए अड़ गया है।
अड़ना, अरना, उतारू होना, ठनना

Make ready or suitable or equip in advance for a particular purpose or for some use, event, etc.

Get the children ready for school!.
Prepare for war.
I was fixing to leave town after I paid the hotel bill.
fix, gear up, prepare, ready, set, set up