ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଦନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଦନା   ବିଶେଷ୍ୟ

ଅର୍ଥ : ଉଗ୍ର ବା ବହୁତ କଷ୍ଟଦାୟକ ପୀଡ଼ା ବିଶେଷତଃ ହାର୍ଦ୍ଦିକ ବା ମାନସିକ ପୀଡ଼ା

ଉଦାହରଣ : ମୋର ହୃଦୟର ବେଦନା କେହି ବୁଝି ପାରିବେ ନାହିଁ

ସମକକ୍ଷ : କ୍ଲେଶ, ବ୍ୟଥା

उग्र या बहुत कष्टदायक पीड़ा विशेषतः हार्दिक या मानसिक पीड़ा।

मेरे हृदय की वेदना कोई नहीं समझता।
अनुसाल, अर्ति, आधि, क्लेश, दरद, दर्द, बेदना, वेदना, व्यथा, हूक

A mental pain or distress.

A pang of conscience.
pang, sting

ଅର୍ଥ : ଏକ ପ୍ରକାରର କାବୁଲି ଡାଳିମ୍ବ

ଉଦାହରଣ : ସେ ଫଳ ଦୋକାନରୁ ଦୁଇ କିଲୋ ବେଦନା କଣିଲା

एक प्रकार का काबूली अनार।

उसने फल की दुकान से दो किलो बेदाना खरीदा।
बेदाना