ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୈକୁଣ୍ଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୈକୁଣ୍ଠ   ବିଶେଷ୍ୟ

ଅର୍ଥ : ମନମୋହକ ଏବଂ ସୁଖଦାୟକ ସ୍ଥାନ

ଉଦାହରଣ : ଆତଙ୍କବାଦ ସହିତ ଲଢ଼ୁଥିବା କାଶ୍ମୀର ଏବେ ସ୍ୱର୍ଗ ହୋଇ ରହିନାହିଁ

ସମକକ୍ଷ : ଅମୃତଲୋକ, ସ୍ୱର୍ଗ

मनमोहक और सुखदायक स्थान।

आतंकवाद से जूझ रहा काश्मीर अब स्वर्ग नहीं रहा।
अमृतलोक, जन्नत, बहिश्त, बिहिश्त, बैकुंठ, बैकुण्ठ, वैकुंठ, वैकुण्ठ, स्वर्ग

Any place of complete bliss and delight and peace.

eden, heaven, nirvana, paradise, promised land, shangri-la

ଅର୍ଥ : ବିଷ୍ଣୁଙ୍କ ନିବାସ ସ୍ଥାନ

ଉଦାହରଣ : ବିଷ୍ଣୁ ଭକ୍ତ ମୃତ୍ୟୁ ପରେ ବୈକୁଣ୍ଠ ଯିବାପାଇଁ ଚାହାଁନ୍ତି

ସମକକ୍ଷ : ବୈକୁଣ୍ଠ ଧାମ, ବୈକୁଣ୍ଠ ପୁର, ବୈକୁଣ୍ଠ ଲୋକ, ଶ୍ରୀଧାମ

विष्णु का निवास स्थान।

विष्णु भक्त मरने के बाद वैकुंठ में जाना चाहते हैं।
बैकुंठ, बैकुंठ लोक, बैकुण्ठ, बैकुण्ठ लोक, वैकुंठ, वैकुंठ लोक, वैकुण्ठ, वैकुण्ठ लोक, श्रीधाम