ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମୃତଲୋକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମୃତଲୋକ   ବିଶେଷ୍ୟ

ଅର୍ଥ : ହିନ୍ଦୁ ଧର୍ମ ଅନୁସାରେ ସପ୍ତ ଲୋକରୁ ଗୋଟିଏ ଲୋକ ଯେଉଁଠି ପୁଣ୍ୟ ଓ ସତ୍‌କର୍ମ କରିଥିବା ଲୋକଙ୍କ ଆତ୍ମା ନିବାସ କରେ

ଉଦାହରଣ : ମନୁଷ୍ୟଙ୍କ ଉତ୍ତମକର୍ମ ତାଙ୍କୁ ସ୍ୱର୍ଗକୁ ନିଏ

ସମକକ୍ଷ : ଅମରାବତୀ, ଦେବଲୋକ, ସ୍ୱର୍ଗ, ସ୍ୱର୍ଗ ଲୋକ

(Christianity) the abode of righteous souls after death.

paradise

ଅର୍ଥ : ମନମୋହକ ଏବଂ ସୁଖଦାୟକ ସ୍ଥାନ

ଉଦାହରଣ : ଆତଙ୍କବାଦ ସହିତ ଲଢ଼ୁଥିବା କାଶ୍ମୀର ଏବେ ସ୍ୱର୍ଗ ହୋଇ ରହିନାହିଁ

ସମକକ୍ଷ : ବୈକୁଣ୍ଠ, ସ୍ୱର୍ଗ

मनमोहक और सुखदायक स्थान।

आतंकवाद से जूझ रहा काश्मीर अब स्वर्ग नहीं रहा।
अमृतलोक, जन्नत, बहिश्त, बिहिश्त, बैकुंठ, बैकुण्ठ, वैकुंठ, वैकुण्ठ, स्वर्ग

Any place of complete bliss and delight and peace.

eden, heaven, nirvana, paradise, promised land, shangri-la

ଅର୍ଥ : ଶରୀର ଛାଡ଼ିଲା ପରେ ଆତ୍ମାକୁ ପ୍ରାପ୍ତ ହେଉଥିବା ଲୋକ

ଉଦାହରଣ : ନ ଚାହିଁଲେ ବି ଆମକୁ ପରଲୋକ ଯାତ୍ରା କରିବାକୁହିଁ ପଡ଼ିବ

ସମକକ୍ଷ : ଅପରଲୋକ, ପରଲୋକ, ଲୋକାନ୍ତର

शरीर छोड़ने पर आत्मा को प्राप्त होने वाला लोक।

हमें न चाहते हुए भी परलोक की यात्रा करनी ही पड़ेगी।
अकबत, अपर लोक, अपर-लोक, अपरलोक, अमुत्र, अमुत्र लोक, अलोक, आकबत, आक़बत, जीवांतर लोक, धाम, परलोक, लोकांतर