ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱର୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱର୍ଗ   ବିଶେଷ୍ୟ

ଅର୍ଥ : ହିନ୍ଦୁ ଧର୍ମ ଅନୁସାରେ ସପ୍ତ ଲୋକରୁ ଗୋଟିଏ ଲୋକ ଯେଉଁଠି ପୁଣ୍ୟ ଓ ସତ୍‌କର୍ମ କରିଥିବା ଲୋକଙ୍କ ଆତ୍ମା ନିବାସ କରେ

ଉଦାହରଣ : ମନୁଷ୍ୟଙ୍କ ଉତ୍ତମକର୍ମ ତାଙ୍କୁ ସ୍ୱର୍ଗକୁ ନିଏ

ସମକକ୍ଷ : ଅମରାବତୀ, ଅମୃତଲୋକ, ଦେବଲୋକ, ସ୍ୱର୍ଗ ଲୋକ

(Christianity) the abode of righteous souls after death.

paradise

ଅର୍ଥ : ମନମୋହକ ଏବଂ ସୁଖଦାୟକ ସ୍ଥାନ

ଉଦାହରଣ : ଆତଙ୍କବାଦ ସହିତ ଲଢ଼ୁଥିବା କାଶ୍ମୀର ଏବେ ସ୍ୱର୍ଗ ହୋଇ ରହିନାହିଁ

ସମକକ୍ଷ : ଅମୃତଲୋକ, ବୈକୁଣ୍ଠ

मनमोहक और सुखदायक स्थान।

आतंकवाद से जूझ रहा काश्मीर अब स्वर्ग नहीं रहा।
अमृतलोक, जन्नत, बहिश्त, बिहिश्त, बैकुंठ, बैकुण्ठ, वैकुंठ, वैकुण्ठ, स्वर्ग

Any place of complete bliss and delight and peace.

eden, heaven, nirvana, paradise, promised land, shangri-la

ଅର୍ଥ : ଇନ୍ଦ୍ରପୁରୀ ବା ଯେଉଁଠାରେ ଇନ୍ଦ୍ର ବାସ କରନ୍ତି

ଉଦାହରଣ : ଇନ୍ଦ୍ରଲୋକର ଅଧିପତି ହେଉଛନ୍ତି ଇନ୍ଦ୍ର

ସମକକ୍ଷ : ଅମରପୁରୀ, ଅମରାବତୀ, ଇନ୍ଦ୍ରପୁରୀ, ଇନ୍ଦ୍ରଲୋକ

ଅର୍ଥ : ଯେଉଁ ସ୍ଥାନରେ ସବୁ ସୁଖ ମିଳେ

ଉଦାହରଣ : ଏହି ଗାଁ ଆମ ପାଇଁ ସ୍ୱର୍ଗ

ସମକକ୍ଷ : ଇନ୍ଦ୍ର ରାଇଜ, ଇନ୍ଦ୍ରପୁରୀ

वह स्थान जहाँ सब सुख मिलते हों।

यह गाँव हमारे लिए इंद्रासन है।
इंद्रासन, इन्द्रासन