ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଳ   ବିଶେଷ୍ୟ

ଅର୍ଥ : କାହାରି ନିୟନ୍ତ୍ରଣରେ ଥିବା ସାଧନ ବୋଲି ବୁଝାଯାଉଥିବା ସମୟସୀମା

ଉଦାହରଣ : ମୋ ପାଖରେ ଖାଦ୍ୟ ଖାଇବାପାଇଁ ସମୟ ନାହିଁମୋର ଅଧିକାଂଶ ସମୟ ଆପଣଙ୍କ ଏହି କାମରେ ଚାଲିଗଲା

ସମକକ୍ଷ : ସମୟ

* साधन के रूप में समझी जाने वाली वह समयावधि जो किसी के नियंत्रण में हो।

मेरे पास खाना खाने का समय नहीं है।
मेरा ज्यादा समय तो आपके इस काम में चला गया।
वक़्त, वक्त, समय

A period of time considered as a resource under your control and sufficient to accomplish something.

Take time to smell the roses.
I didn't have time to finish.
It took more than half my time.
He waited for a long time.
time

ଅର୍ଥ : ଏକ ଅନିଶ୍ଚିତ କାଳ

ଉଦାହରଣ : ସେ ନିଜ ସମୟରେ ଜଣେ ଶ୍ରେଷ୍ଠ କଳାକାର ଥିଲେ

ସମକକ୍ଷ : କାଳ, ସମୟ

* एक अनिश्चित काल।

वह अपने समय का महान कलाकार था।
वक़्त, वक्त, समय

An indefinite period (usually marked by specific attributes or activities).

The time of year for planting.
He was a great actor in his time.
time

ଅର୍ଥ : ବର୍ଷର ଯେଉଁ ସମୟାବଧି କୌଣସି ବିଶେଷ କ୍ଷେତ୍ରରେ କିଛି ବିଶେଷ ଘଟଣା ବା କାମପାଇଁ ଚିହ୍ନିତ

ଉଦାହରଣ : ହୋଲି ବେଳ ଆସୁଛି

ସମକକ୍ଷ : ସମୟ, ସିଜିନ

* किसी वर्ष की वह समयावधि जो किसी विशेष क्षेत्र में कोई विशेष घटना या काम के लिए चिह्नित हो।

होली का मौसम आनेवाला है।
मौसम, सीजन

A period of the year marked by special events or activities in some field.

He celebrated his 10th season with the ballet company.
She always looked forward to the avocado season.
season