ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୃଶ୍ଚିକରାଶି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୃଶ୍ଚିକରାଶି   ବିଶେଷ୍ୟ

ଅର୍ଥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ବିଛାରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ବିଛାରାଶିରେ ଥାଏ

ଉଦାହରଣ : ବିଛାରାଶିପାଇଁ ଏବର୍ଷ ଫଳଦାୟକ

ସମକକ୍ଷ : ବିଛା, ବିଛାରାଶି, ବୃଶ୍ଚିକ

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य वृश्चिकराशि में हो।

वृश्चिकराशिवालों के लिए यह वर्ष फलदायी है।
वृश्चिक राशिवाला, वृश्चिकराशिवाला

(astrology) a person who is born while the sun is in Scorpio.

scorpio, scorpion

ଅର୍ଥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଅଷ୍ଟମ ରାଶି ଯେଉଁଥିରେ ବିଶାଖାର ଶେଷପାଦ, ସମ୍ପୂର୍ଣ୍ଣ ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ର ଥାନ୍ତି

ଉଦାହରଣ : ବୃଶ୍ଚିକରାଶିର ଚିହ୍ନ ବିଚ୍ଛା

ସମକକ୍ଷ : ବିଚ୍ଛା, ବିଚ୍ଛାରାଶି

बारह राशियों में से आठवीं राशि जिसमें विशाखा का अंतिम पाद,पूरा अनुराधा और ज्येष्ठा नक्षत्र हैं।

वृश्चिक राशि का चिन्ह बिच्छू है।
अलि, वृश्चिक, वृश्चिक राशि, वृश्चिकराशि

The eighth sign of the zodiac. The sun is in this sign from about October 23 to November 21.

scorpio, scorpio the scorpion, scorpion