ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଛା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଛା   ବିଶେଷ୍ୟ

ଅର୍ଥ : କୌଣସି ଜିନିଷର ନିର୍ମାଣ ପାଇଁ ସେଥିରେ ଲାଗିଥିବା ବସ୍ତୁମାନଙ୍କୁ ବ୍ୟବସ୍ଥିତ ରଖିବାର କ୍ରିୟା

ଉଦାହରଣ : ଆମ ସହର ଦେଇ ରେଳ ଲାଇନ୍ ବିଛାର ଯୋଜନା ଅଛି

किसी चीज के निर्माण के लिए उसमें लगनेवाली वस्तुओं को व्यवस्थित रखने की क्रिया।

हमारे शहर से होकर रेल लाइन बिछाने की योजना है।
बिछाई, बिछाना

Act of extending over a wider scope or expanse of space or time.

spread, spreading

ଅର୍ଥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ବିଛାରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ବିଛାରାଶିରେ ଥାଏ

ଉଦାହରଣ : ବିଛାରାଶିପାଇଁ ଏବର୍ଷ ଫଳଦାୟକ

ସମକକ୍ଷ : ବିଛାରାଶି, ବୃଶ୍ଚିକ, ବୃଶ୍ଚିକରାଶି

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य वृश्चिकराशि में हो।

वृश्चिकराशिवालों के लिए यह वर्ष फलदायी है।
वृश्चिक राशिवाला, वृश्चिकराशिवाला

(astrology) a person who is born while the sun is in Scorpio.

scorpio, scorpion

ଅର୍ଥ : ନାହୁଡ଼ ଥିବା ଏକ ବିଷାକ୍ତ ଛୋଟ ସରୀସୃପ

ଉଦାହରଣ : ତାକୁ ବିଛା ନାହୁଡ଼ ମାରିଦେଲା

ସମକକ୍ଷ : ବୃଶ୍ଚିକ

डंक वाला एक ज़हरीला छोटा सरीसृप।

उसे बिच्छू ने डंक मार दिया।
अलि, अवशीन, पुच्छकंटक, पुच्छकण्टक, बिच्छू, बिछुआ, बिछुवा, बिछूक, वृश्चन, वृश्चिक, श्वपुच्छ

Arachnid of warm dry regions having a long segmented tail ending in a venomous stinger.

scorpion